ଦଳାଇ ବଂଶର କୁଳ ଦେବତା ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କୁ ପାଦପଦ୍ମରେ ପ୍ରଣାମ କରି ଆଜିର ଏଇ ଜନ୍ମାଷ୍ଟମୀ ପରି ଶୁଭ ଅବସରରେ ଏହି ବ୍ଲଗର ଶୁଭାରମ୍ଭ କରିବାକୁ ଚେଷ୍ଟା କରିଛି,ଯୋଉଠି ଆମେ ସମସ୍ତେ ନିଜନିଜର ଅନୁଭବ ଓ ଅନୁଭୁତି ବଖାଣି ପାରିବା ତଥା ଆଗାମୀ ପୀଢି ପାଇଁ ସବୁକିଛି ଡିଜିଟାଇଜ୍ଡ କରି ପାରିବା |
୨୬-୦୮-୨୦୨୪
~ମାମୁନ
